Legendary Odisha ଓଡ଼ିଶା ସରକାରଙ୍କ ନୂତନ ନିର୍ଦ୍ଦେଶ: ସମସ୍ତ ବ୍ୟବସାୟ ସଂସ୍ଥାରେ ଓଡ଼ିଆ ଭାଷାର ସାଇନବୋର୍ଡ ଆବଶ୍ୟକ ଭୁବନେଶ୍ୱର: ଓଡ଼ିଆ ଭାଷାର ସମ୍ମାନ ଓ ସମ୍ବର୍ଦ୍ଧନା ନିମିତ୍ତେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ବ୍ୟବସାୟ ଏବଂ ବ୍ୟବସାୟୀକ ସଂସ୍ଥାଗୁଡ଼ିକୁ ତାଙ୍କର ବୋର୍ଡ, ବ୍ୟାନର୍ ଓ ... 05-Apr-2025